Download Now Banner

This browser does not support the video element.

ଆନନ୍ଦପୁର: ମୌଳିକ ସୁବିଧା ଯୋଗାଇଦେବା ଦାବିରେ ବିଧାନସଭା ସମ୍ମୁଖରେ କେ. ବାଲିପାଳ ଗ୍ରାମ  ପଞ୍ଚାୟତବାସୀଙ୍କ ବିକ୍ଷୋଭ

Anandapur, Kendujhar | Sep 9, 2025
ଆନନ୍ଦପୁର ଉପଖଣ୍ଡ  ଅନ୍ତର୍ଗତ କେ. ବାଲିପାଳ ଗ୍ରାମ ପଞ୍ଚାୟତର ଆଦିମ ଅଧିବାସୀ ତଥା ଜନଜାତି ମାନେ ବିଦ୍ୟୁତ, ରାସ୍ତା, ଶିକ୍ଷା, ମୋବାଇଲ ସେବା ଭଳି ମୌଳିକ ସୁବିଧା ଦାବିରେ ଆଜି ଦିନ୧୧ଟାରୁ ଅପରାହ୍ଣ୪ଟା ପର୍ଯ୍ୟନ୍ତ ଓଡିଶା ବିଧାନସଭା ଘେରାଉ କରିବା ସହିତ   ଗଣଧାରଣା ଦେଇଥିଲେ। ସେମାନେ ଏନେଇ ୧୦ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ କମିଶନର ତଥା ଶାସନ ସଚିବ ଏସ.ଏନ ଗିରୀଶଙ୍କ ଜରିଆରେ ପ୍ରଦାନ କରିଛନ୍ତି।
Read More News
T & CPrivacy PolicyContact Us