Download Now Banner

This browser does not support the video element.

ଧର୍ମଗଡ: ଜାତୀୟ ରାଜପଥ ୨୬ର ଆମପାଣି ଘାଟିରେ ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କା ଟ୍ରକ୍ ଡ଼୍ରାଇଭରର ମୃତ୍ୟୁ ୧୨ ବସ୍ ଯାତ୍ରୀ ଆହତ

Dharamgarh, Kalahandi | Oct 4, 2025
ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଆମ୍ବପାଣି ଘାଟି ଖଡକା ନିକଟରେ ଦୁର୍ଘଟଣା । ଟ୍ରକ ଓ ବସ ମୁହାଁ ମୁହିଁ ଧକ୍କା । ଦୁର୍ଘଟଣା ରେ ଟ୍ରକ ଡ୍ରାଇଭର ମୃତ । ବସ ର ୧୨ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ । ଆହତ ଙ୍କୁ ମୈଦଲପୁର ଓ ପାପଡାହାଣ୍ଡି ମେଡ଼ିକାଲ କୁ ପଠାଇ ଦିଆଯାଇଛି । ଘଟଣା ସ୍ଥଳ ରେ ମୈଦଲପୁର ପୋଲିସ ସହ ପାପଡାହାଣ୍ଡି,ମୈଦଲପୁର ଏବଂ କୋକସରା ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଙ୍କୁ ଉଦ୍ଧାର କରିଛନ୍ତି ।
Read More News
T & CPrivacy PolicyContact Us