Download Now Banner

This browser does not support the video element.

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ପୌରାଞ୍ଚଳ ମାଧପୁର ସ୍ଥିତ ଅମର ଉଦ୍ୟାନ ନିକଟରୁ ଟାଉନ ପୁଲିସ ଦ୍ୱାରା ଏକ ଅଜଣା ମଦ୍ୟପ ଯୁବକ ଉଦ୍ଧାର

Kendrapara, Kendrapara | Sep 12, 2025
କେନ୍ଦ୍ରାପଡ଼ା ପୌରlଞ୍ଚଳ ଅନ୍ତର୍ଗତ ମାଧପୁର ସ୍ଥିତ ଅମର ଉଦ୍ୟାନ ନିକଟରୁ ଟାଉନ ପୁଲିସ ଦ୍ୱାରା ଏକ ଅଜଣା ମଦ୍ୟପ ଯୁବକ ରାସ୍ତାକଡରେ ପଡିଥିବା ବେଳେ ଉଦ୍ଧାର । ଉକ୍ତ ଯୁବକଙ୍କୁ ଟାଉନ ପୁଲିସ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି ।
Read More News
T & CPrivacy PolicyContact Us