Download Now Banner

This browser does not support the video element.

ନୂଆପଡା: ଖରିଆର ରୋଡ ଠାରେ ଏନଏସି ପକ୍ଷରୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ନିଷେଧ ଉପରେ ସଚେତନତା

Nuapada, Nuapada | Sep 12, 2025
ଖରିଆର ରୋଡ ଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଖରିଆର ରୋଡ଼ ଏନଏସି ପକ୍ଷରୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ନିଷେଧ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା। ଆଜି ଗୋଟାଏ ଯାଏଁ ଏହି ସଚେତନତା ଅଭିଯାନ କରାଯାଇଥିବା ବେଳେ ଏଥିରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନିତା ଦାସ, ଏନ୍ଏସି ଅଧ୍ୟକ୍ଷା ଡ଼.ସୋନିଆ ଜୈନଙ୍କ ସହ ଏନଏସିର ସମସ୍ତ କର୍ମଚାରୀ ସାମିଲ ହୋଇ ସଚେତନତା ସୃଷ୍ଟି କରିବା ସହ ଅଳିଆ ଗଦାରୁ ପ୍ଲାଷ୍ଟିକ ବାହାର କରି ଆବର୍ଜନା ଗାଡ଼ିରେ ଫିଙ୍ଗିଥିଲେ।
Read More News
T & CPrivacy PolicyContact Us