Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗଂଜେଇ ଏବଂ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଇନଫୋସିଟି ଓ ନୟାପଲ୍ଲୀ ଅଂଚଳରୁ 3ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ ପୋଲିସ
Bhubaneswar M Corp, Khordha | Sep 1, 2025
ରାଜଧାନୀ ରେ ଡ୍ରଗ୍ସ ମାଫିଆ ମାନଙ୍କ ଉପରେ ନଜର ରଖା ଯାଇଛି | ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ନିକଟରେ ନିଶା କାରବାର କୁ ରୋକ ଲଗାଇବା ପାଇଁ ଅପରେସନ ଆରମ୍ଭ କରିଛି କମିସନରେଟ ପୋଲିସ | ତେବେ ଆଜି ଦୁଇଟା ସଫଳତା ମିଳିଛି | ସାଢେ 4ଲକ୍ଷ ର ବ୍ରାଉନସୁଗର,ବନ୍ଧୁକ ଏବଂ ଗୁଳି ଜବତ ସହ ଇନଫୋସିଟି ଅଂଚଳ ରୁ ପୋଲିସ 2 ଅଭିଯୁକ୍ତଙ୍କୁ ଗିରଫ କରିଛି | ଗିରଫ ଅଭିଯୁକ୍ତ ମାନେ ହେଲେ ଏସକେ ମାଷୁମ ଏବଂ ଛୋଟୁ ମଣ୍ଡଳ | ଏହା ସହ ନୟାପଲି ଅଞ୍ଚଳରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଛି | ତାଙ୍କ ନାଁ ସାବିତ୍ରୀ ବେହେରା | ତାଙ୍କ ନିକଟରୁ110ପ୍ୟାକେଟ ଗଞ୍ଜେଇ ଜବତ ହୋଇଛି |
Share
Read More News
T & C
Privacy Policy
Contact Us
Your browser does not support JavaScript!