This browser does not support the video element.
ଢେଙ୍କାନାଳ ସଦର: କାଶୀପୁର ଗ୍ରାମ ପଞ୍ଚାୟତ ଲହଡ଼ା କଳା ମୁଗୁନି ପଥର ଖଣିରେ ପଡ଼ି ଶ୍ରମିକଙ୍କ ମୃତ୍ୟୁ
Dhenkanal Sadar, Dhenkanal | Sep 7, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅଧୀନ ନିହାଲପ୍ରସାଦ ଥାନା ଅନ୍ତର୍ଗତ କାଶୀପୁର ଗ୍ରାମପଞ୍ଚାୟତ ର ଲହଡା କଳାମୁଗୁନି ପଥର ଖଣିରେ କାର୍ଯ୍ୟ କରୁଥିବା ସମୟରେ ଜଣେ ଶ୍ରମିକ ଙ୍କ ର ମୃତ ହୋଇଥିବାର ଜଣାଯାଇଛି । ନିହାଲପ୍ରସାଦ ପୋଲିସ ଠାରୁ ପ୍ରକାଶ ଯେ ଉକ୍ତ ଥାନା ଅଧୀନ ପିଙ୍ଗୁଆ ଗ୍ରାମପଞ୍ଚାୟତ ବାଲିକିଆରୀଆ ଗ୍ରାମର ଜିତୁ ତିରିଆ ବୟସ 30ବର୍ଷ (ଡାକ ନାମ ପାଣ୍ଡୁ )ସବୁଦିନ ପରି ଉକ୍ତ ଖାଦାନ କୁ ଆଜି ତା ୭ ।୯ ରିଖ ରବିବାର ସକାଳ ପ୍ରାୟ ୭ ଟା ସମୟରେ କାମ କରିବାକୁ ଯାଇଥିଲା ।