Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ସେବା ସପ୍ତାହ ପାଳନ ଅବସରରେ ଏରେଇ ଠାରେ ବିଜେପି ପକ୍ଷରୁ ଆଜି ସ୍ୱଚ୍ଛ ଭାରତ କାର୍ଯ୍ଯକ୍ରମ ଅନୁଷ୍ଠିତ

Bhadrak Rural, Bhadrak | Sep 22, 2025
ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ।ସେବା ସପ୍ତାହ ପାଳନ ଅବସରରେ ଏରେଇ ପଞ୍ଚାୟତ ବିଜେପି ପକ୍ଷରୁ ଆଜି ସ୍ୱଚ୍ଛ ଭାରତ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନିର୍ଦେଶ କ୍ରମେ ସାରା ଦେଶ ଏହି ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ କରିଥିବା ବେଳେ ଆଜି ଏରେଇ ଠାରେ ଏହା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ବିଜେପି କର୍ମୀ ଓ ଜନ ସଧାରଣ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us