Download Now Banner

This browser does not support the video element.

କାମାକ୍ଷାନଗର: ସରାଙ୍ଗ ଡ଼ମୋଳ ରାସ୍ତାରୁ ରବିବାର ୧୧ଟାରେ ଗଞ୍ଜେଇ ସହ ଜଣଙ୍କୁ ଗିରଫ କଲା ପୋଲିସ

Kamakshyanagar, Dhenkanal | Sep 7, 2025
ସରାଙ୍ଗ ଡ଼ମୋଳ ରାସ୍ତାରୁ ରବିବାର ୧୧ଟାରେ ଗଞ୍ଜେଇ ସହ ଜଣଙ୍କୁ ଗିରଫ କଲା ପୋଲିସ ।ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଡ଼ମୋଳ ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ଗିରିସ ଚନ୍ଦ୍ର ବେହେରାଙ୍କୁ ଯାଞ୍ଚ କରିବାରୁ ତାଙ୍କ ଠାରୁ ୧କେଜି ୨ସହ ଗ୍ରାମ ଗଞ୍ଜେଇ ଜବତ କଲା ପୋଲିସ ।ତାଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଧୀରେନ କୁମାର ବେହେରା ।
Read More News
T & CPrivacy PolicyContact Us