Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ଜୋର ଧରିଛି ରଥ ନିର୍ମାଣ କାର୍ଯ୍ୟ, ତିନିରଥ ଦଣ୍ଡା ଫ୍ରେମରେ କଣ୍ଟା ବାଡ଼ିଆ ସମ୍ପନ୍ନ

Puri M, Puri | Jun 5, 2025
ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ଜୋର ଧରିଛି ରଥ ନିର୍ମାଣ କାର୍ଯ୍ୟ, ତିନିରଥ ଦଣ୍ଡା ଫ୍ରେମରେ କଣ୍ଟା ବାଡ଼ିଆ ସମ୍ପନ୍ନ l ଗୁରୁବାର ରଥ ନିର୍ମାଣର ୩୬ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳାଠାରେ ଉପସ୍ଥିତ ହୋଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ l ଗତବୁଧବାର ତିନିରଥ ଚକ ଥାକ ସହ ଦିଗ ନିର୍ଣ୍ଣୟ ପୂର୍ବକ ତିନି ରଥ ଅଖ ଉପରକୁ ଦଣ୍ଡା ଫ୍ରେମ ଉଠିବା ସମ୍ପନ୍ନ ହୋଇ ତିନିରଥ ଅଖ ଉପରକୁ ଦଣ୍ଡା ଫ୍ରେମ ଉଠିଲାପରେ ଦଣ୍ଡାଗୁଡ଼ିକ ଅଖ ଉପରେ ସେଟିଂ ପାଇଁ ମାପ ଚିହ୍ନ ପଡ଼ିଥିଲା l
Read More News
T & CPrivacy PolicyContact Us