Download Now Banner

This browser does not support the video element.

ରାସଗୋବିନ୍ଦପୁର: ନିଚୁଆପଦାରେ ପୁନର୍ବାର ଆରଆଇ ଅଫିସ ଖୋଲିବାକୁ ମୋରଡ଼ା ତହସିଲ ଅଫିସରେ ତହସିଲଦାରଙ୍କୁ ଲିଖିତ ଦାବିପତ୍ର ପ୍ରଦାନ

Rasagobindapur, Mayurbhanj | Sep 26, 2025
ମୋରଡା ବ୍ଲକ ଅଧୀନ ନିଚୁଆପଦା ଠାରେ ପୁନର୍ବାର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ ପାଇଁ ଶୁକ୍ରବାର ଅପରାହ୍ନ ଚାରିଟାରେ ମୋରଡା ତହସିଲ ଅଫିସରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କଲେ ଅଞ୍ଚଳବାସୀ l ସୂଚନା ମୁତାବକ ପୂର୍ବରୁ ନିଚୁଆପଦା ଠାରେ ରାଜସ୍ବ ନିରୀକ୍ଷକଙ୍କର କାର୍ଯ୍ୟାଳୟ ଥିବାବେଳେ ପରବର୍ତୀ ମୁହୂର୍ତରେ ଏହାକୁ ବନ୍ଦକରି ଦାନ୍ତିଆମୁହାଁ ଆରଆଇ ସର୍କଲ କରାଯାଇଥିଲା l
Read More News
T & CPrivacy PolicyContact Us