This browser does not support the video element.
କଣ୍ଟାମାଳ: କଣ୍ଟାମାଲ ରେ ମିଳୁନି ସାର ଚାଷୀ ହନ୍ତସନ୍ତ ଏପଟେ ଛଡାଦର ବିକ୍ରି କରିମାଲା ମାଲ ବେପାରୀ#jansamasya
Kantamal, Boudh (Bauda) | Sep 4, 2025
କଣ୍ଟାମାଲ ରେ ମିଳୁନି ସାର ଚାଷୀ ହନ୍ତସନ୍ତ ଏପଟେ ଛଡାଦର ବିକ୍ରି କରିମାଲା ମାଲ ବେପାରୀ କଣ୍ଟାମାଲ ବ୍ଲକ ଅଂଚଳରେ ଅଧିକାଂଶ ଲୋକ ଚାଷ କାର୍ଯ୍ୟ କରି ନିଜପରିବାର ପ୍ରତିପୋଷଣ କରନ୍ତି I କିନ୍ତୁ ଏବେ ଚିନ୍ତା ରେ ଚାଷୀ ମିଳୁନି ସାର ଫସଲ କେମିତି ବଞ୍ଚେଇବେ ଖୋଜୁଛନ୍ତି ବାଟ I ଏବେ ଅଂଚଳରେ ମିଳୁନି ସାର ଫଳରେ ସରକାରୀ ମୂଲ୍ୟ ଧର୍ଯ୍ୟଠାରୁ 2-3ଗୁଣ ଛଡାଦର ରେ ବିକ୍ରି କରୁଛନ୍ତି ଡିଲର I ଜାଣି ଜାଣି ଚୁପ କୃଷି ବିଭାଗ I ଅଂଚଳରେ ପ୍ରକୃତ ଚାଷୀ ଙ୍କୁ ସାର ନ ମିଳି କପା ଓ ଗଂଜେଇ ଚାଷୀ କୁ ବିକ୍ରି କରି ମାଳେ ମାଲ ବେପାରୀ I ସାରନ ମିଳିଲେ ଆଗାମୀ ଦିନ ଆନ୍ଦୋଳନ ନେଇ ଆଜି ଚାଷୀ ରଖିଲେ ପ୍ରତ