This browser does not support the video element.
ପାରାଦୀପ: କୋଲଡିଆ ଗ୍ରାମରେ ଆଜି ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ
Paradip, Jagatsinghpur | Apr 20, 2024
ପାରାଦୀପ ଲକ ଥାନା ଅଧୀନ କୋଲଡିଆ ଗ୍ରାମରେ ଆଜି ସନ୍ଧ୍ୟାରେ ଜଣେ ମହିଳାଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ସୁକାନ୍ତି କୌଣସି କାର୍ଯ୍ୟରେ ଗ୍ରାମ ରାସ୍ତା ପାର ହେଉଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା। ସେ ଏହା ଜାଣିନପାରି କାର୍ଯ୍ୟରେ ଲାଗିଥିବା ବେଳେ ହଠାତ ତାଙ୍କ ମୁଣ୍ଡ ବୁଲାଇବାରୁ ତାଙ୍କୁ ସଙ୍ଗେ ସଙ୍ଗେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିବାର ଲୋକେ ନେଇଥିଲା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।