This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ସହରରେ ଟାଉନ ପୋଲିସ ପକ୍ଷରୁ ଆଣ୍ଟି ଟବାକୋ ଡ୍ରାଇଭ୍ , 10 ଜଣ ଙ୍କ ନାମ ରେ ମାମଲା ରୁଜୁ
Bhadrak Rural, Bhadrak | Sep 10, 2025
ଭଦ୍ରକ ସହରାଞ୍ଚଳ ଥାନା ପୋଲିସ ମାରାଥନ ରେଡ କରିଛି,ଭଦ୍ରକ କଲେଜ୍,ଜିଲ୍ଲା ସ୍କୁଲ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟ ରେ ଗୁଟକା,ସିଗାରେଟ ଓ ଅନ୍ୟ ତାମ୍ବାକୁ ବିକ୍ରି କରୁଥିବା ଦୋକାନ ଉପରେ ରେଡ ହୋଇଚି,10 ଗୋଟି ଦୋକାନ ରୁ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ଜବତ୍ ସହ ସର୍ବସାଧାରଣ ଙ୍କ ସମ୍ମୁଖ ରେ ସେ ଗୁଡ଼ିକୁ ନଷ୍ଟ କରାଯାଇଛି,ଏହି 10 ଦୋକାନୀ ଙ୍କ ନାମ ରେ ମାମଲା ରୁଜୁ ହେବା ସହ ଜୋରିମାନା କରାଯିବ ବୋଲି ସହରାଞ୍ଚଳ ଥାନାଧିକାରି ସୂଚନା ଦେଇଛନ୍ତି, ଏହି ଖବର ଆଜି ଦିନ 1 ଟାରେ ହସ୍ତଗତ ହୋଇଛି