Download Now Banner

This browser does not support the video element.

ସଦର: ସାର ପାଇଁ ପାଷ୍ଟିକୁଡି ପ୍ରାଥମିକ କୃଷି ସମବାୟ ସମିତିରେ ଲମ୍ବା ଲାଇନ, କେସିଙ୍ଗା କେରୋକୁଦାର ସାର ଦୋକାନରେ ତହସିଲଦାରଙ୍କ ଚଢାଉ

Sadar, Kalahandi | Sep 6, 2025
କଳାହାଣ୍ଡିରେ ସାରର ଅଭାବ . ସାର ପାଇଁ ରାଜ ରାସ୍ତାରେ ଋଷୀ . ଏଭଳି ସ୍ଥିତିରେ ଶନିବାର ପାଷ୍ଟିକୁଡି ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖରେ ଚାଷୀ ଙ୍କ ଲମ୍ବା ଲାଇନ । ପରିମାଣରେ ସାର ଆସିବା କାରଣରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଶ ଦେଖା ଦେଇଛି . ଏଭଳି ସ୍ଥିତିରେ କେସିଙ୍ଗା ବ୍ଳକ ଅଧୂନସ୍ଥ କେରୋକୁଦା ଗାଁର ଏକ ସାର ଦୋକାନରା କଳାବଜାରୀ ହେଉଥିବା ସୂଚନା ପାଇ ଦିନ ସାଢେ ୧୧ଟା ବେଳେ କେସିଙ୍ଗା ତହସିଲଦାରଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ଟିମ ଚଢାଉ କରି କାଗଜାତ ଯାଞ୍ଚ କରି ଦୋକାନକୁ ସିଲ୍ କରାଯାଇଛି
Read More News
T & CPrivacy PolicyContact Us