Download Now Banner

This browser does not support the video element.

କୋରାପୁଟ ସହର: କେନ୍ଦାର ପଞ୍ଚାୟତ ବୁଟ୍ରୁଗୁଡା ବନ୍ଦ ଥିବା ପ୍ରାଥମିକ ବିଦ୍ୟାଳୟ ପୁର୍ନବାର ଖୋଲିବାକୁ ଗ୍ରାମବାସୀଙ୍କ ଦାବୀ

Koraput Town, Koraput | Sep 9, 2025
ଛାତ୍ର ଛାତ୍ରୀ ସଂଖ୍ୟା କମ ଥିବା କାରଣରୁ ୨୦୧୯-୨୦ ଶିକ୍ଷା ବର୍ଷରୁ ବନ୍ଦ କରା ଯାଇଥିବା ପ୍ରାଥମିକ ବିଦ୍ୟାଳୟକୁ ପୁର୍ନବାର ଖୋଲିବା ଦାବିରେ ଗ୍ରାମବାସୀ ଆଜି ଅପରାହ୍ନ ୪ଟା ସମୟରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ ସଦର ବ୍ଲକ କେନ୍ଦାର ପଞ୍ଚାୟତ ଅନ୍ତର୍ଗତ ବୁଟ୍ରୁଗୁଡ଼ା ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଥିଲା। ସରକାରଙ୍କ ନୂଆ ନିୟମ ପ୍ରକାରେ ଛାତ୍ର ଛାତ୍ରୀ ସଂଖ୍ୟା କମ ଥିବା ଦର୍ଶାଇ ୨୦୧୯-୨୦ରେ ସ୍କୁଲକୁ ବନ୍ଦ କରି ଦିଆ ଯାଇଥିଲା। ଫଳରେ ଗ୍ରାମର ପିଲା ମାନଙ୍କ ପାଠ ପଢାରେ ନାନା ଅସୁବିଧା ଦେଖା ଦେଇଛି।
Read More News
T & CPrivacy PolicyContact Us