This browser does not support the video element.
ରାଜଗାଙ୍ଗପୁର: ନବରଙ୍ଗପୁର ସହରର ଏକ ଆପାର୍ଟମେଣ୍ଟରେ ଟିକିଲି ପଡ଼ା ଗ୍ରାମର ଯୁବକ ଙ୍କର ଆତ୍ମହତ୍ୟା
Rajagangapur, Sundargarh | Aug 24, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ଟିକିଲି ପଡ଼ା ଗ୍ରାମ ରେ ରହିଥିବା ନୃସିଂହ ମନ୍ଦିର ର ପୂଜକ ଙ୍କର ଏକମାତ୍ର ପୁଅ ଦିପ୍ତିରଞ୍ଜନ ପତି ନବରଙ୍ଗପୁର ସହରର ମୀରା ଅଟୋ ଗଳିର ଶୁଭମ ଆପାର୍ଟମେଣ୍ଟର ୧୪ ନମ୍ବର ଭଡ଼ା ଘରେ ଶାଢ଼ି ରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।ସେ ସେଠାରେ ଓଏଏସ ପ୍ରବେସନର ଭାବେ ପରିଚୟ ଦେଇ ରହୁଥିଲେ। ଏହି ଘଟଣା ବଡ଼ଗାଁ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।