Download Now Banner

This browser does not support the video element.

ଦେବଗଡ: କୈଳାସ ଗ୍ରାମରେ ବାପା ଓ ମା’ଙ୍କୁ ପୁଅ ମାଡ ମାରିଥିବା ଅଭିଯୋଗ

Debagarh, Debagarh (Deogarh) | Sep 9, 2025
ଦେବଗଡ ଥାନା ଅନ୍ତର୍ଗତ କୈଳାସ ଗ୍ରାମରେ ବାପା ଓ ମା’ଙ୍କୁ ପୁଅ ମାଡ ମାରିବା ସହିତ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ବାପାଙ୍କ ଅଭିଯୋଗ ଆଧାରରେ ପୁଅ ବିରୋଧରେ ଦେବଗଡ ଥାନାରେ ଆଜି ରାତି ୮.୩୦ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ କୈଳାସ ଗ୍ରାମର ଗୁରୁଧାରୀ ଦେହୁରୀ ଏବଂ ତାଙ୍କ ସ୍ତ୍ରୀଙ୍କୁ ବିନା କାରଣରେ ପୁଅ ତପନ କୁମାର ଦେହୁରୀ ମାଡ ମରିଥିବା ଅଭିଯୋଗ ହୋଇଛି । ଏପରିକି ପୁଅର ମାଡରେ ଗିରିଦାରୀଙ୍କ ବାମ ହାତ କାଣୀ ଆଙ୍ଗୁଠିରେ କ୍ଷତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
Read More News
T & CPrivacy PolicyContact Us