Install App
harishbhoi
This browser does not support the video element.
ସୋହେଲା: ସୋହେଲାର ମାଧବ ନଗରରେ ନୂତନ ଶ୍ରୀରାମ ମନ୍ଦିର ନିର୍ମାଣ ସକାଶେ ଶୁଭ ଦେଲେ ଭଟଲି ବିଧାୟକ
Sohela, Bargarh (Baragarh) | Aug 24, 2025
ସୋହେଲା ବ୍ଲକ ଅନ୍ତର୍ଗତ ସୋହେଲା ର ମାଧବ ନଗରରେ ଆଜି ଅପରାହ୍ନ 4 PM ସମୟରେ ନୁତନ ଶ୍ରୀରାମ ମନ୍ଦିର ନିର୍ମାଣ ସକାଶେ ଶୁଭ ଦେଲେ ଭଟଲୀ ବିଧାୟକ ଶ୍ରୀଯୁକ୍ତ ଈରାସିସ ଆଚାର୍ଯ୍ଯ । ଏହାପରେ ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!