This browser does not support the video element.
କେନ୍ଦ୍ରାପଡା: ରାମଚଣ୍ଡୀ ପୋଲ ନିକଟରେ ଗତକାଲି ବିଳମ୍ବିତ ରାତିରେ ବାହାରିଲା ମଣିଷ ଖିଆ କୁମ୍ଭୀର ,ସ୍ଥାନୀୟ ଅଞ୍ଚଳରେ ବ୍ୟାପୁଛି ଭୟ
Kendrapara, Kendrapara | Aug 23, 2025
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ରାମଚଣ୍ଡୀ ପୋଲ ନିକଟରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨.୩୦ ମିନିଟ ସମୟରେ ଏକ ଆତଙ୍କଜନକ ଦୃଶ୍ୟ ଦେଖିବାକୁ ମିଳିଛି ।ପୋଲ ନିକଟକୁ ହଠାତ୍ ଏକ ବଡ଼ କୁମ୍ଭିର ରାସ୍ତା ଉପରକୁ ଉଠି ଆସିଥିଲା ଓ ସ୍ଥାନୀୟ ଲୋକେ ଆଶ୍ଚର୍ୟଚକିତ ହୋଇଯାଇଥିଲେ ,ଏହି ମଣିଷ ଖିଆ କୁମ୍ଭିର ବାହାରିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ବ୍ୟାପିବାରେ ଲାଗିଛି ,ଏହାପରେ ସ୍ଥାନୀୟ ବନ୍ୟପ୍ରାଣୀ ବିଭାଗକୁ ସୂଚନା ଦିଆଯାଇଛି ।