Download Now Banner

This browser does not support the video element.

ଉମରକୋଟ: ରାଇଘର ଏକ୍ସ ବୋର୍ଡ ସ୍କୁଲରେ ହୋଇଥିବା ବୁଥରେ ଚାଲିଛି ମତଦାନ

Umarkote, Nabarangpur | May 13, 2024
ଆଜି ଗଣତନ୍ତ୍ର ର ମହା ପର୍ବ ମତଦାନ। ଏହି ଅବସର ରେ ଉମରକୋଟ ନିର୍ବାଚନ ମଣ୍ଡଳ ର ଭୋଟର ନିଜ ନିଜ ବୁଥ ରେ ବହୁ ଉତ୍ସାହ ର ସହ ଭୋଟ ଦେଉଥିବା ଦେଖିବାକୁ ମିଳିଛି। ସକାଳ 7 ଟା ରୁ ଭୋଟର ମାନେ ଲମ୍ବା ଲାଇନ ରେ ଠିଆ ହୋଇ ଭୋଟ ଦେଉଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us