This browser does not support the video element.
ଅନୁଗୋଳ: ପିଲାଚୋରି ଅଭିଯୋଗରେ ନଅ ଛଦ୍ମ ବେଶ ଧାରୀ ବାବାକୁ ଧରି ପୋଲିସ ହାତରେ ଦେଲେ ଭାଲିଆବେଡା ଗ୍ରାମବାସୀ
Anugul, Angul | Sep 9, 2025
ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଭାଲିଆବେଡା ଗ୍ରାମର ସରକାରୀ ଉ.ପ୍ରା ବିଦ୍ୟାଳୟ ରୁ ଆଜି ସକାଳ ଦଶ ଟା ବେଳେ ସ୍କୁଲ ଯିବାପରେ ଭାଲିଆବେଡା ଗ୍ରାମର ଅଷ୍ଟମ ଶ୍ରେଣୀର ଦୁଇଜଣ ଛାତ୍ର ସତ୍ୟପ୍ରକାଶ ସାହୁ, ଯୁବରାଜ ବେହେରା ବିଦ୍ୟାଳୟ ରୁ ବାହାରକୁ ପେନ କିଣିବା ପାଇଁ ଆସିଥିଲେ l ସେହି ସମୟରେ ସ୍କୁଲ ସାମ୍ନା ଦେଇଯାଉଥିବା ଦୁଇ କାର ରେ ଛଦ୍ମ ବେଶଧାରୀ ଅଘୋରୀ ମାନେ ଛାତ୍ର ସତ୍ୟପ୍ରକାଶ ସାହୁ ଙ୍କୁ ଅପହରଣ ଉଦ୍ୟମ କରୁଥିବା ବେଳେ ସାଥି ଛାତ୍ର ଯୁବରାଜ ବେହେରା ର ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତୀ ଯାଇଥିଲେ l ପିଲାଙ୍କ ଚିତ୍କାର ଶୁଣି ସଙ୍ଗେ ସଙ୍ଗେ ସମସ୍ତ ଗ୍ରାମବାସ