Download Now Banner

This browser does not support the video element.

ପୋଲସରା: ବୁଗୁଡ଼ା ପିପୁଲସ କଲେଜ ରେ ସ୍ୱତନ୍ତ୍ର ବୃକ୍ଷ ରୋପଣ ଶିବିର ଉଦଯାପିତ

Polasara, Ganjam | Sep 10, 2025
ଗଞ୍ଜାମ ଜିଲ୍ଲା ବୁଗୁଡା ସହର ନିକଟ ପିପୁଲସ କଲେଜ ରେ ଜାତୀୟ ସେବା ଯୋଜନା ୟୁନିଟ -୨(ମହିଳା) ପକ୍ଷରୁ ସେପ୍ଟେମ୍ବର ୪ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ବୃକ୍ଷରୋପଣ ଶିବିର ଆଜି ଉଦଯାପିତ ହୋଇଯାଇଛି। ସପ୍ତ ଦିବସିୟ ସ୍ୱତନ୍ତ୍ର ଶିବିର ର ଉଦଯାପନୀ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ କଲେଜର ଭାଇସ ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଓ ବନବିଭାଗ ର କର୍ମଚାରୀ ଅତିଥି ଭାବେ ଯୋଗଦେଇ ଗଛ ବଞ୍ଚିଲେ ସମାଜ ବଞ୍ଚିବ ବୋଲି ସଚେତନତା ବାର୍ତା ପ୍ରଦାନ କରିଥିଲେ।
Read More News
T & CPrivacy PolicyContact Us