Download Now Banner

This browser does not support the video element.

କୋରାପୁଟ ସହର: ରାଜସ୍ବ ଆଦାୟରେ କୋରାପୁଟ ରାଜ୍ୟରେ ଶ୍ରେଷ୍ଠ ପୁରସ୍କାର ପାଇଥିବା କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି ନିର୍ବାହୀ ଅଧିକାରୀ ସହ ଚେୟାରମେନ

Koraput Town, Koraput | Sep 2, 2025
ରାଜସ୍ବ ଆଦାୟ ପାଇଁ କୋରାପୁଟ ରାଜ୍ୟରେ ଶ୍ରେଷ୍ଠ ପୁରସ୍କାର ପାଇଥିବାରୁ ଆଜି ଦିନ ୨ଟା ସମୟରେ କୋରାପୁଟ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି ନିର୍ବାହୀ ଅଧିକାରୀ ଜ୍ଞାନଜୀତ ତ୍ରୀପାଠୀ ସହ ମୁନସିପାଲଟି ଚେୟାରମେନ ଲଲାଟ ରଞ୍ଜନ ସେଠୀ। ଗତ ମାସ ୩୧ ତାରିଖରେ ଭୂବନେଶ୍ଵର ଠାରେ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିବା ସୂଚନା ଦେଇଛନ୍ତି। ୩ କୋଟି ଟଙ୍କା ପୁରସ୍କାର ରାଶିକୁ କୋରାପୁଟ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us