This browser does not support the video element.
ଦେବଗଡ: ନାଉଳିପଡା ହାଇସ୍କୁଲ ଖେଳ ପଡିଆରେ ରିଆମାଳ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଭା ଚୟନ ଶିବିର ଉଦଯାପିତ
Debagarh, Debagarh (Deogarh) | Sep 12, 2025
ରିଆମାଳ ବ୍ଲକ ଶିକ୍ଷା ବିଭାଗ ତରଫରୁ ନାଉଳିପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଦ୍ୱିଦିବସୀୟ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଭା ଚୟନ ଶିବିର ଶୁକ୍ରବାର ଦିନ ପ୍ରୟା ୪ ଟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ରିଆମାଳ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର କାଲୋ ଏବଂ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବନିତା ବେହେରା, ମହେଶ୍ୱର ବେହେରା ପ୍ରମୁଖ ମଂଚାସୀନ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।