Install App
pandajitu167
This browser does not support the video element.
ବୌଦ୍ଧ ସଦର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାନ ପଂଜିକରଣରୁ ଚାଷୀ ବଞ୍ଚିତ ହୋଇଥିବା ଅଭିଯୋଗ କରି ପ୍ରତିକ୍ରିୟା ଦେଲେ ସାମାଜିକ କର୍ମୀ କେଦାରନାଥ ସାହୁ
Baudh Sadar, Boudh (Bauda) | Sep 4, 2025
ଗୁରୁବାର ଅପରାନ୍ହ୍ 4 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାର ମଥୁରା ସମେତ ବିଭିନ୍ନ ପାକ୍ସରେ ଚାଷୀ ମାନଙ୍କ ଧାନ ପଂଜିକରଣ ହୋଇ ନଥିବା ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ କେଦାର ନାଥ ସାହୁ l ସାହୁ ପଂଜିକରଣରୁ ବଞ୍ଚିତ ହୋଇଥିବା କିଛି ଚାଷୀଙ୍କ ସହ ଜିଲ୍ଲାପାଳ ଓ ସିଏସଓଙ୍କୁ ଅଭିଯୋଗ ପାଇଁ ଆସିଥିବା ବେଳେ ନିଜ ପ୍ରତିକ୍ରିୟା ଦେଇଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!