Download Now Banner

This browser does not support the video element.

ଅନୁଗୋଳ: ବାଉଁଶ ପୋଖରୀ ଗ୍ରାମ ନିକଟ ରାସ୍ତା ଉପରେ ଗୋଟିକିଆ ଦନ୍ତା ହାତୀ, ଯାତାୟାତ ବାଧାପ୍ରାପ୍ତ

Anugul, Angul | Aug 28, 2025
ମିଳିଥିବା ଖବର ଅନୁସାରେ ଅନୁଗୋଳରୁ ହିନ୍ଦୋଳ ଓ ନରସିଂହପୁର ଯାଉଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଆଜି ସକାଳେ ଦୁଇ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ହାତୀ ରାସ୍ତା ଉପରେ ଠିଆ ହୋଇଥିବାରୁ ଲୋକ ମାନଙ୍କର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
Read More News
T & CPrivacy PolicyContact Us