Download Now Banner

This browser does not support the video element.

କେନ୍ଦ୍ରାପଡା: ନମତରା ବଜାରରେ ଡ୍ରାଇଭରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତକୁ ଗିରଫ ଦାବିରେ ରାଜକନିକା ଥାନାର ଦ୍ୱାରସ୍ଥ ହେଲା ମହାସଂଘ

Kendrapara, Kendrapara | May 1, 2025
ଗତକାଲି ଜଣେ ହାଇୱା ଚାଳକ ରାଜକନିକା ନମତରା ବକାରରେ ରାସ୍ତା ଜାମ ହୋଇଥିବାରୁ ଗାଡି ପଛକୁ କରୁଥିବା ବେଳେ ସେହି ବଜାରରେ ଜଣେ ବ୍ୟବସାୟୀ ରାସ୍ତାରେ ଚିପସ ଜମାକରିଥିଲେ ଯାହା ଉପରେ ହାଇୱା ଗାଡିଟି ଚଢି ଯାଇଥିଲା ଉତ୍ୟକ୍ତ ହୋଇ ବ୍ୟବସାୟୀ ଜଣକ ଉକ୍ତ ହାଇୱା ଚାଳକଙ୍କୁ ଗାଡ଼ିରୁ ଟାଣିନେଇ ମାଡ଼ ମାରିବା, ଆଶାଳୀନ ଭାଷାରେ ଗାଳି କରିବା ଘଟଣାରେ ଆଜି ସନ୍ଧ୍ୟାରେ ଓଡିଶା ଡ୍ରାଇଭର ମହାସଙ୍ଘ ରାଜକନିକା ଶାଖାର ସତାଧିକ ଡ୍ରାଇଭର ରାଜକନିକା ଥାନାର ଦ୍ୱାରସ୍ତ
Read More News
T & CPrivacy PolicyContact Us