This browser does not support the video element.
ଲାଞ୍ଜିଗଡ: n ବାଗଡିଆଣି ପଂୟୟତ ଗଠନର ଦଶମ ବର୍ଷ ପୂର୍ତି ପାଳନ ଅବସରରେ ସମ୍ବନ୍ଧିତ ହେଲେ ପଞ୍ଚାୟତର ଜନ ପ୍ରତିନିଧ୍
Lanjigarh, Kalahandi | Aug 30, 2025
ଗତ ୧୦ ବର୍ଷ ତଳେ ଆଜିର ଦିନରେ କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଳକ ଅଧୂନସ୍ଥ ବଡଛତ୍ରଙ୍ଗ ପଂୟୟତରୁ ବିଭାଜନ ହେଇ ଗଠିତ ହେଇଥୁଲା ବାଗଡିଆଣି ପଞ୍ଚାୟତ। ଅଂଚଳବାସୀଙ୍କ ଉଦ୍ୟମ ଯୋଗୁଁ ବାଗଡିଆଣି, କୁମାରକାନୀ, ଲାଠିଆଗୁଡା ଏବଂ କମରାଘାଟ ଆଦି ଗ୍ରାମକୁ ନେଇ ଗଠିତ ହେଇଥିଲା ବାଗଡିଆଣି ପଞ୍ଚାୟତ । ତେଣୁ ଶନିବାର ଅପରାହ୍ନରେ ପଞ୍ଚାୟତ ଗଠନର ୧୦ମ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏ ଅବସରରେ ପଞ୍ଚାୟତର ଜନ ପ୍ରତିନିଧି ଏବଂ ପଞ୍ଚାୟତ ଗଠନରେ ପ୍ରମୁଖ ଭୂମିକା ନେଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।