This browser does not support the video element.
ଝରିଗାଁ: ଝରୀଗାଁ ରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ ୧୭ କ୍ଵିଣ୍ଟାଲ ୨ କେ ଜି ମହୁଲ ଜବତ ସହ ଜଣେ ଯୁବକ ଗିରଫ
Jharigan, Nabarangpur | Aug 16, 2025
ଝରୀଗାଁ ରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ ୧୭ କ୍ଵିଣ୍ଟାଲ ୨ କେ ଜି ମହୁଲ ଜବତ ସହ ଜଣେ ଯୁବକ ଗିରଫ ଦିନକୁ ଦିନ ଝରିଗାଁ ବ୍ଲକରେ ଚୋରା ମହୁଲ ବେପାର ବଢୁଥିବା ବେଳେ ଶନିବାର ଅବକାରୀ ବିଭାଗ ପକ୍ଷରୁ ବ୍ଲକ ସଦରମହକୁମା ଠାରେ ଚଢାଉ ବେଳେ ୧୭ କ୍ଵିଣ୍ଟାଲ ୨ କେ ଜି ମହୁଲ ଜବତ କରିବା ସହ ସଂପୃକ୍ତ ଯୁବ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଅଛି ।