This browser does not support the video element.
ସୁନ୍ଦରଗଡ ସହର: ଭଷ୍ମା - ଅବନକେଲା ନଦୀ ବ୍ରିଜ ଉପରୁ ନଦୀ ଭିତରକୁ ଖସିଲା ହାଇୱା ,ଚାଳକର ମିଳୁ ନାହିଁ ପତ୍ତା
Sundargarh Town, Sundargarh | Sep 29, 2025
ଆଜି ସେପ୍ଟେମ୍ୱର 29 ତାରିଖ ସୋମବାର ଅପରାହ୍ନ 3 :10 ପାଖାପାଖି ସମୟରେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। କେତେକ ପଥ ଚରୀଙ୍କ ନଜରକୁ ଏହି ଘଟଣା ଆସିବା ପରେ ଭଷ୍ମା ପୋଲିସକୁ ମିଳିଥିଲା ସୂଚନା। ସୂଚନା ପାଇ ଘଟଣା ସ୍ଥଳରେ ଭଷ୍ମା ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିବା ସହ ସଂପୃକ୍ତ ହାଇୱାକୁ ଉଦ୍ଧାର କରିବା ନେଇ ପଦକ୍ଷେପ ଆରଂଭ କରିଛନ୍ତି। ତେବେ ହାଇୱା ଚାଳକଙ୍କ ପତ୍ତା ମିଳିନାହିଁ।