Download Now Banner

This browser does not support the video element.

ଯାଜପୁର: ସନ୍ତରା ଗାଁ ସ୍ଥିତ ସରକାରୀ ବିଦ୍ୟାଳୟରେ ପଶିଲା ବର୍ଷା ପାଣି,ସ୍କୁଲ ଭିତରକୁ ଯିବା ପାଇଁ ଛାତ୍ରଛାତ୍ରୀଙ୍କ ଅସୁବିଧା

Jajapur, Jajpur | Sep 4, 2025
ସନ୍ତରା ଗାଁ ସ୍ଥିତ ସରକାରୀ ବିଦ୍ୟାଳୟରେ ପଶିଲା ବର୍ଷା ପାଣି,ସ୍କୁଲ ଭିତରକୁ ଯିବା ପାଇଁ ଛାତ୍ରଛାତ୍ରୀଙ୍କ ଅସୁବିଧା,ତୁରନ୍ତ ସମାଧାନ ପାଇଁ ଦାବୀ କଲେ ଛାତ୍ରଛାତ୍ରୀ l ଗତ କାଲି ଠାରୁ ବ୍ୟାସନଗର ପୌରାଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି l ଏହି ବର୍ଷା ଫଳରେ ସନ୍ତରା ଗାଁର ସରକାରୀ ବିଦ୍ୟାଳୟ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ରହିଥିବା ଦେଖିବାକୁ ମିଳିଛି l ତେବେ ସ୍କୁଲ ଭିତରେ ପାଣି ଯୋଗୁ ଛାତ୍ର ଛାତ୍ରୀ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେପଟେ ଆଜି ଏହି ସମସ୍ୟାର ସମାଧାନ ପାଇଁ ଆଜି ସ୍କୁଲ ପରିସରରେ ଦାବୀ କରିଛନ୍ତି ଛାତ୍ର ଛାତ୍ରୀ ଓ ପ୍ରଧାନ
Read More News
T & CPrivacy PolicyContact Us