Download Now Banner

This browser does not support the video element.

କଟକ ପୌରାଞ୍ଚଳ: କେନ୍ଦୁପାଟଣା ଲକବନ୍ଧ ରାସ୍ତାରୁ ଗୋରୁ ଚମଡ଼ା ବୋଝେଇ ପିକଅପ ଭ୍ୟାନ ଜବତ, ଡ଼୍ରାଇଭରକୁ ଉଠେଇ ନେଲା ପୋଲିସ

Cuttack M Corp PS, Cuttack | Sep 7, 2025
କଟକ ଜିଲ୍ଲା କେନ୍ଦୁପାଟଣା ଲକବନ୍ଧ ରାସ୍ତାରୁ ଗୋରୁ ଚମଡ଼ା ବୋଝେଇ ପିକଅପ ଭ୍ୟାନ ଜବତ କରାଯାଇଛି। ସ୍ଥାନୀୟ ବ୍ୟକ୍ତିମାନେ ଏହି ପିକଅପ ଭ୍ୟାନକୁ ଅଟକେଇ ପୋଲିସ ଜିମା ଦେଇଛନ୍ତି। ଏହି ଘଟଣାରେ ପୋଲିସ ଡ଼୍ରାଇଭରକୁ ଉଠେଇ ନେଇଛି। ରବିବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ଏହି ଘଟଣା ଘଟିଛି। ପିକଅପ ଭ୍ୟାନରେ ଲକ୍ଷାଧିକ ଟଙ୍କାର ଚମଡା ଥିଲା। ସାଲେପୁର ଥାନା ପୋଲିସ ଏହାର ତଦନ୍ତ କରୁଛି।
Read More News
T & CPrivacy PolicyContact Us