Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଖଣ୍ଡଗିରି ଥାନା ଆଗରେ ଗଣ୍ଡଗୋଳ ଘଟଣା, ଦୁଇଜଣଙ୍କୁ ଅଟକ ରଖି ପୋଲିସର ଛାନବିନ

Bhubaneswar M Corp, Khordha | Aug 23, 2025
ଖଣ୍ଡଗିରି ଥାନା ଆଗରେ ଗଣ୍ଡଗୋଳ ଘଟଣା, ଦୁଇଜଣଙ୍କୁ ଅଟକ ରଖି ପୋଲିସର ଛାନବିନ | ଖଣ୍ଡଗିରି ଥାନା ଆଗରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଗଣ୍ଡଗୋଳ ଘଟଣା | ଆଜି 7.32ରେ ଦୁଇଜଣକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ଖଣ୍ଡଗିରି ଥାନା ପୋଲିସ | ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ଉ କରୁଛି ପୋଲିସ | ତେବେ ଖଣ୍ଡଗିରି ଥାନାରେ ଲାଗିଥିବା ଶିଶିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଆକ୍ସନ ନେଇଛି ପୋଲିସ |
Read More News
T & CPrivacy PolicyContact Us