Install App
kantabanjikhabar
This browser does not support the video element.
କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା-ମୁରିବାହାଲ ରାସ୍ତାର ଜାମୁଟ ଗ୍ରାମ ନିକଟରେ ପିକଅପ୍ ସହ ଧକ୍କା ହେଲା ବାଇକ, ଜଣେ ମୃତ ଓ ଜଣେ ଗୁରୁତର
Kantabanji, Balangir | Aug 24, 2025
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା- ମୁରିବାହାଲ ରାସ୍ତାର ଜାମୁଟ ଗ୍ରାମ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ଙ୍କ ପରିଚୟ ମିଳିପାରି ନାହିଁ । ଘଟଣା ସ୍ଥଳରେ ମୁରିବାହାଲ ପୋଲିସ ପହଞ୍ଚି ଅଧିକ କରୁଛି ତଦନ୍ତ ।ପିକଅପ ଓ ବାଇକ କୁ ପୋଲିସ ଜବତ କରିଛି ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡ଼ାକ୍ତର ଖାନା କୁ ପଠାଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!