Download Now Banner

This browser does not support the video element.

ପାରଳାଖେମୁଣ୍ଡି: କୁଡାଙ୍ଗୀ ଗାଁ ନିକଟସ୍ଥ ଏକ ଅଟୋ ରୂ ୨୧୦ ଲିଟର ମହୁଲି ମଦ ଜବତ କଲା ଆର ଉଦୟଗିରି ପୋଲିସ

Paralakhemundi, Gajapati | Sep 9, 2025
କୁଡାଙ୍ଗୀ ଗାଁ ନିକଟସ୍ଥ ଏକ ଅଟୋ ରୂ ୨୧୦ ଲିଟର ମହୁଲି ମଦ ଜବତ କଲା ଆର ଉଦୟଗିରି ପୋଲିସ।ଆର ଉଦୟଗିରି ପୋଲିସ ଅପରେସନ ପ୍ରହାର ମାଧ୍ୟମରେ ପେଟ୍ରୋଲିଙ୍ଗ ଜୋର ଯାର ରେ ଚେକିଂ ଚାଲିଥିବା ବେଳେ ଏକ ଅଟୋ କୁ ଅଟକାଇଥିଲା। ଯାହା ଫଳରେ ଅଟୋ ରୂ ମହୁଲି ମଦ ଜବତ କରିଥିଲା। କୁଡାଙ୍ଗୀ ଗାଁ ର ସହଦେଵ ଶବର ନାମକ ଯୁବକ ଏକ ଅଟୋ ମାଧ୍ୟମରେ ୨୧୦ ଲିଟର ମହୁଲି ମଦ ଚୋରା ଚାଲାଣ କରୁଥିଲା। ଯାହା ଫଳରେ ମହୁଲି ମଦ ଜବତ କରିବା ସହ ଅଟୋ ନମ୍ବର ଏପି- ୩୯-ଟିପି ୩୮୦୮ ଓ ଯୁବକ କୁ ଗିରଫ କରିଥିଲା। ଯାହାକୁ ନେଇ ଆଜି ଅପରାହ୍ନ ପାଞ୍ଚଟା ସମୟରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିଲା ଆର ଉଦୟଗିରି ଥାନା ଅ
Read More News
T & CPrivacy PolicyContact Us