Download Now Banner

This browser does not support the video element.

ତଲସରା: ଟିକିଲିପଡ଼ା ନିକଟରେ ହାଇୱା ପଛରେ ଧକ୍କା ଦେଲା ପିକଅପ ଚାଳକ ଗୁରୁତର

Talasara, Sundargarh | Aug 22, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ଉପରେ ତଥା ଟିକିଲିପଡା ନିକଟରେ ଆଜି ସକାଳେ ରାଉରକେଲା ଠାରୁ ସୁନ୍ଦରଗଡ଼ ଯାଉଥିବା ଏକ ହାଇୱା ପଛରେ ଅନ୍ୟ ଏକ ପିକଅପ ଗାଡ଼ି ଧକ୍କା ଦେଇଥିଲା ଯାହା ଫଳରେ ପିକଅପ ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବଡ଼ଗାଁ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସାପରେ ସୁନ୍ଦରଗଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ବଡ଼ଗାଁ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
Read More News
T & CPrivacy PolicyContact Us