Download Now Banner

This browser does not support the video element.

ପରଜଙ୍ଗ: ସିଆରିମାଳିଆ ଗାଁରେ ଲଗାଣ ବର୍ଷାରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତିଲେ ପରିବାର

Parajang, Dhenkanal | Aug 22, 2025
ସିଆରିମାଳିଆ ଗାଁରେ ଲଗାଣ ବର୍ଷାରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତିଲେ ପରିବାର ଲଗାଣ ବର୍ଷାରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଜଣକ ଘର ଭାଙ୍ଗଯାଇଥିବା ଦୃଶ୍ୟ ଶୁକ୍ରବାର ଅପରାହ୍ନ ୪ଟାରେ ଦେଖିବାକୁ ମିଳିଛି। କାନ୍ଥ ଭୁଶୁଡ଼ି ପଡ଼ିଯାଇଛି ପରିବାର ଏକ ମାତ୍ର ରହିବା ସ୍ଥାନଟି ସମ୍ପୂର୍ଣ ନଷ୍ଟ ହୋଇଯାଉଛି। ତେବେ ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପରଜଙ୍ଗ ବ୍ଲକ ଅନ୍ତର୍ଗତ ସିଆରିମାଳିଆ ଗାଁରେ । ଗାଁର କାଳିଆ ନାଏକଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଛି। ପରିବାର ଲୋକ ଘରେ ଥିବାବେଳେ ଅଚାନକ କାନ୍ଥ ଭୁଶୁଡ଼ି ପଡ଼ି ଥିବା ବେଳେ ଅଳ୍ପକେ ବର୍ତ୍
Read More News
T & CPrivacy PolicyContact Us