Download Now Banner

This browser does not support the video element.

ଅମ୍ବାଭୋନା: ଅମ୍ବାଭୋନା ସମରଧରା ରାସ୍ତାର ବୁଲାଣୀ ନିକଟରେ 100 ଫୁଟ ତାକୁ ଖସିଗଲା ଟ୍ରକ, ଡ୍ରାଇଭର ଆହତ

Ambabhona, Bargarh (Baragarh) | Oct 5, 2025
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଅମ୍ବାଭୋନା ସମରଧରା ରାସ୍ତାର ବୁଲାଣୀ ନିକଟରେ 100 ଫୁଟ ତଲକୁ ଗତ ବିଲମ୍ବିତ ରାତିରେ ଖସିଗଲା ଟ୍ରକ । ଆଜି ସକାଲ 7 AM ପାଖାପାଖି ସମୟରେ ଲୋକେ ଦେଖିଥିଲେ ଓ ଏହି ଘଟଣାରେ ଡ୍ରାଇଭର ଆହତ ହୋଇଥିଲେ ମଧ୍ଯ ସେମିତି ଗୁରୁତର ଅବସ୍ଥା ନାହିଁ
Read More News
T & CPrivacy PolicyContact Us