Install App
bhadrak_khabar
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଆଜି ଭଦ୍ରକ ବିଧାନସଭା କାର୍ଯ୍ୟାଳୟରେ ବିଧାୟକଙ୍କ ଜନ ଶୁଣାଣି କାର୍ଯକ୍ରମ ଅନୁଷ୍ଠିତ
Bhadrak Rural, Bhadrak | Sep 13, 2025
ଆଜି ବିଧାନସଭା କାର୍ଯ୍ୟାଳୟରେ ଭଦ୍ରକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କ ସହ ସାକ୍ଷାତ କରି ସେମାନଙ୍କର କଷ୍ଟ ଓ ସମସ୍ୟାଗୁଡ଼ିକୁ ଧ୍ୟାନପୂର୍ବକ ଶୁଣି ସମସ୍ୟାର ସତ୍ୱିକ ସମାଧାନ ପାଇଁ ସମ୍ବନ୍ଧିତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି ସଦର ବିଧାୟକ।
Share
Read More News
T & C
Privacy Policy
Contact Us
Your browser does not support JavaScript!