This browser does not support the video element.
କେନ୍ଦ୍ରାପଡା: ସୌଭାଗ୍ୟ ମଣ୍ଡପରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ ସେବାପକ୍ଷ ପାଳନ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା
Kendrapara, Kendrapara | Sep 6, 2025
ଚଳିତବର୍ଷ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦିଜୀଙ୍କ ୭୫ତମ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଦଳ ପକ୍ଷରୁ ଉତ୍ସାହର ସହ ସେବା ପକ୍ଷ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ଗରାପୁର ସ୍ଥିତ ସ୍ବୟଂସିଦ୍ଧା ମଣ୍ଡପ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କର୍ମଶାଳାରେ ଯୋଗଦେଇଛନ୍ତି ମହାକାଳପଡା ବିଧାୟକ ଡ଼. ଦୁର୍ଗାପ୍ରସନ ନାୟକ l ୧୫ ଦିନ ଧରି ସମଗ୍ର ଜିଲ୍ଲାରେ ସ୍ବଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ବୃକ୍ଷରୋପଣ ଭଳି ବିଭିନ୍ନ ସେବା କାର୍ଯ୍ୟକ୍ରମ କରାଯିବ l