This browser does not support the video element.
ନୂଆପଡା: ଖଡିଆଳ ପଞ୍ଚାୟତ ସମିତି ବିଶ୍ରାମଗାର ଠାରେ ପୂର୍ବତନ ସାଂସଦ ତଥା ସେବା ପକ୍ଷ ପାଳନ ଜିଲ୍ଲା ପ୍ରଭାରୀ ପର୍ଶୁରାମ ମାଝୀଙ୍କୁ ବିପୁଳ ସମର୍ଦ୍ଧନା
Nuapada, Nuapada | Sep 6, 2025
ଖଡିଆଳ ପଞ୍ଚାୟତ ସମିତି ବିଶ୍ରାମଗାର ଠାରେ ପୂର୍ବତନ ସାଂସଦ ତଥା ସେବା ପକ୍ଷ ପାଳନ ଜିଲ୍ଲା ପ୍ରଭାରୀ ପର୍ଶୁରାମ ମାଝୀଙ୍କୁ ଆଜି ୫ ଟାରେ ବିପୁଳ ସମର୍ଦ୍ଧନା ଜଣାଇଛନ୍ତି। ବିଜେପି ବରିଷ୍ଠ ସଦସ୍ୟ ରାତ୍ରାନନ୍ଦ ମନାହିରା, ସଂଜୟ ତିୱାରୀ, ରାଜ୍ୟ ଯୁବ ସଂଯୋଜକ ଜ୍ଞାନ ପ୍ରକାଶ ମେଘ, ମଣ୍ଡଲ ସଭାପତି ଇନ୍ଦ୍ରାଦି ମଣ୍ଡଲ ଯୁଧିଷ୍ଟିର ହଂସ, ଖଡିଆଳ ନଗର ମଣ୍ଡଲ ଜୟରାମ କୈବର୍ତ୍ତ, ସୁନ୍ଦର ମଣ୍ଡଲ ରତ୍ନାକର ହଂସ, ଯୋଗ ଗୁରୁ ଅରବିନ୍ଦ ବେହେରା ସହ ବହୁକର୍ମୀ ଯୋଗ ଦେଇଥିଲେ। ଦଳର ସଙ୍ଗଠାନିକ ମଜଭୁତ କରିବାକୁ କର୍ମୀଙ୍କୁ ଆହ୍ବାନ କରିଛନ୍ତି।