Download Now Banner

This browser does not support the video element.

ମୋହନା: ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମୋହନା ତହସିଲ ନିଯାରତ ଉପବିଭାଗ କାର୍ଯ୍ୟାଳୟ ର ଖୋଲିଲା ତାଲା।

Mohana, Gajapati | Sep 2, 2025
ଆଜି ଦିନ ଗୋଟାଏ ସମୟରେ ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମୋହନା ତହସିଲ ନିଯାରତ ଉପବିଭାଗ କାର୍ଯ୍ୟାଳୟ ର ଖୋଲିଲା ତାଲା।ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ତାଲା ଖୋଲିବା ସହ ଦାୟିତ୍ଵ ହସ୍ତାନ୍ତର କରଯାଇଛି।ଗଜପତି ଜିଲ୍ଲା ମୋହନା ତହସିଲ ଅଫିସର ନିଯାରତ ଉପବିଭାଗରେ କାର୍ଯ୍ୟରତ କିରାଣୀ ଅନ୍ୟତ୍ର ବଦଳି ହେବା ପରେ ସଂପୃକ୍ତ କିରାଣୀ ଅନ୍ୟ କର୍ମଚାରୀଙ୍କୁ ଦାୟିତ୍ଵ ହସ୍ତାନ୍ତର ନ କରି ଅଫିସକୁ ନିଜ ଅଧୀନରେ ରଖି ତାଲା ପକାଇ ରଖି
Read More News
T & CPrivacy PolicyContact Us