Download Now Banner

This browser does not support the video element.

ମୋହନା: ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦ ରେ ମହେନ୍ଦ୍ରଗଡ଼ ରେ ଜାତୀୟ ରାଜପଥ କୁ ଅବରୋଧ କରିଲେ ଗ୍ରାମବାସୀ।

Mohana, Gajapati | Sep 21, 2025
ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦ ରେ ଜାତୀୟ ରାଜପଥ କୁ ଅବରୋଧ କରିଲେ ଗ୍ରାମବାସୀ। ଆଜି ଦିନ ତିନିଟା ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ଼ ଗ୍ରାମରେ। ବହୁ ଦିନ ଧରି ଏହି ଅଞ୍ଚଳ ରେ ବିଦ୍ୟୁତ ବିଭାଗ ପକ୍ଷରୁ ଦିନକୁ ୧୦ ରୁ ୧୨ ଥର ତୁହାକୁ ତୁହା ବିଦ୍ୟୁତ କାଟ କରାଯାଉଛି ଫଳରେ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ତେଣୁ ଉତ୍ୟକ୍ତ ହୋଇ ଆଜି ସ୍ଥାନୀୟ ଲୋ
Read More News
T & CPrivacy PolicyContact Us