This browser does not support the video element.
କେନ୍ଦୁଝର ସହର: ବଡ଼ନୂଆଗାଁ ଠାରୁ ଚତିରିସାହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ #jansamsya
Kendujhar Town, Kendujhar | Aug 25, 2025
ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ ନୂଆଗାଁ ଠାରୁ ଚତିରି ସାହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅତି ଶୋଚନୀୟ ହୋଇ ପଡିଛି।ଏହି ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଥିବାରୁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସ୍କୁଲ ଛାତ୍ରଛାତ୍ରୀ ଏପରିକି ଜରୁରୀ କାଳୀନ ସେବାରେ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁ ନାହିଁ।ଆମ୍ବୁଲାନ୍ସ ଯାଉ ନଥିବାରୁ ଲୋକେ ରୋଗୀକୁ 5 କିଲୋମିଟର ଖଟିଆରେ ବୋହି ବଡ଼ନୁଆଗାଁ ଛକ ପର୍ଯ୍ୟନ୍ତ ଆଣୁଛନ୍ତି।