Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଶହୀଦ ସ୍ତମ୍ଭ ରେ ଶହୀଦ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଈ ମତ ଦେଲେ ରାଜସ୍ବ ମନ୍ତ୍ରୀ ଏବଂ ଗଣ ଶିକ୍ଷା ଵିଭାଗ ମନ୍ତ୍ରୀ

Nabarangapur PS, Nabarangpur | Aug 24, 2025
ଅଗଷ୍ଟ ବିପ୍ଳବ ର ମୁକସାକ୍ଷୀ, ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସ ର ଦ୍ଵିତୀୟ ଜାଳି୍ୱାନାଵାଲାବାଗ ରୂପେ ପରିଚିତ ନବରଙ୍ଗପୁର ର ପାପଡ଼ାହାଣ୍ଡି ର ତୁରୀ ନଦୀ ନିକଟସ୍ଥ ଶହୀଦ ମୀନାର ଠାରେ ପବିତ୍ର ଶହୀଦ ଦିବସ ପାଳିତ, ଅତିଥି ରୂପେ ଯୋଗଦେଈ ମତ ଦେଲେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ଗଣ ଶିକ୍ଷା ଵିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ
Read More News
T & CPrivacy PolicyContact Us