Download Now Banner

This browser does not support the video element.

ଲାଞ୍ଜିଗଡ: ମଙ୍ଗଳା ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା।

Lanjigarh, Kalahandi | Sep 7, 2025
ଭବାନୀପାଟଣା ଓ ରାୟଗଡ଼ା କୁ ସଂଯୋଗ କରୁ ଥିବା ଛଅ ନମ୍ବର ରାଜ୍ୟ ରାଜପଥ ଢେପଗୁଡା ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଏକ ଲୁହା ବୋଝେଇ ଟ୍ରକ ଦୁର୍ଘଟଣା ଶିକାର ହୋଇଥିବା ଦେଖିବାକୁ ମିଳିଛି।ରାଉଲକେଲା ଠାରୁ ବିଶାଖାପାଟଣା ଯିବା ସମୟରେ ଟ୍ରକ ଟି ଦୁର୍ଘଟଣା ଶିକାର ହୋଇଥିବା ସୁଚନା ମିଳିଛି।
Read More News
T & CPrivacy PolicyContact Us