Download Now Banner

This browser does not support the video element.

ଭୋଗରାଇ: କଖଡ଼ା ପଞ୍ଚାୟତରେ ନବବଧୁଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା, ଜଳେଶ୍ୱପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ଲୋକଙ୍କ ପ୍ରତିକ୍ରିୟା ।

Bhograi, Balasore | Aug 22, 2025
ନବ ବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହତ୍ୟା ଅଭିଯୋଗ ଆଣିଲେ ବାପା ଘର ଲୋକ । ଭୋଗରାଇର କଖଡା ପଞ୍ଚାୟତ ଅଧିନ ହାଟସରିଷା ଗାଁର ବିଜୟ ସାମଲଙ୍କ ସ୍ତ୍ରୀ ମୌସୁମୀ (୨୧)ଙ୍କ ଶୋଇବା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବାପ ଘର ଲୋକେ ଭୋଗରାଇ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡିଛି। ଭୋଗରାଇର ନାରାୟଣ ମହାନ୍ତି ପଡିଆ ପଞ୍ଚାୟତ ଅଧୀନ ବ୍ରଜ ଗୋପାଳ କରଙ୍କ ଏକ ମାତ୍ର ଝିଅ ମୌସୁମୀ ସହିତ ୫ମାସ ପୂର୍ବରୁ ବିଜୟଙ୍କୁ ବିବାହ କରିଥିଲେ।
Read More News
T & CPrivacy PolicyContact Us