Install App
deogarhupdate
This browser does not support the video element.
ଦେବଗଡ: ଜାମୁନାଳୀ ଗ୍ରାମରେ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣା, ହତ୍ୟାକାରୀ ପୁଅକୁ କୋର୍ଟ ଚାଲାଣ କଲା ପୋଲିସ ଓ ପ୍ରତିକ୍ରିୟା ରଖିଲେ ଏସପି
Debagarh, Debagarh (Deogarh) | Aug 22, 2025
ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଜାମୁନାଳୀ ଗ୍ରାମରେ ବାପାଙ୍କୁ ପୁଅ ଟାଙ୍ଗିଆରେ ହାଣି ହତ୍ୟା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ଏଥିସହିତ ହତ୍ୟାକାରୀ ପୁଅକୁ ଗିରଫ କରି ଆଜି ସନ୍ଧ୍ୟା ୫ ଟାରେ କୋର୍ଟଚାଲାଣ କରାଯାଇଥିବା ବେଳେ ମାନ୍ୟବର ଅଦାଲତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡିଛି । ସାମାନ୍ୟ ବଚସାକୁ କେନ୍ଦ୍ର କରି ଏକ ଟାଙ୍ଗିଆ ଯୋଗେ ହାଣି ବାପାଙ୍କୁ ପୁଅ ଅତି ନିର୍ମମ ହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!