Install App
khabarauparenajara
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: କେନ୍ଦୁଆ ପଦା ରେ ସରକାରୀ ମଦ ଦୋକାନ କୁ ବିରୋଧ କରି ଗ୍ରାମ ବାସିଙ୍କ ଦ୍ୱାରା ରାସ୍ତା ରୋକ
Bhadrak Rural, Bhadrak | Dec 28, 2024
କେନ୍ଦୁଆ ପଦା ରେ ସରକାରୀ ମଦ ଦୋକାନ କୁ ବିରୋଧ କରି ଗ୍ରାମ ବାସିଙ୍କ ଦ୍ୱାରା ରାସ୍ତା ରୋକ । ଆଜି ଅପରାହ୍ନରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା । ଦିର୍ଘ ଦିନ ଧରି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ପରେ ଆଜି ସ୍ଥାନୀୟ ଗ୍ରାମବାସି ରାସ୍ତା ରୋକ କରିଥିବା ପ୍ରତିକ୍ରିୟା ରେ କହିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!