Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଚାଉଁରପୁର ବ୍ରିଜ ରୁ ମହାନଦୀ କୁ ଡ଼େଇଁ ଜଣେ ନାବାଳିକା ନିଖୋଜ, ପରେ ଉଦ୍ଧାର

Sambalpur M, Sambalpur | Aug 24, 2025
ମହାନଦୀ କୁ ପୁଣି ଡ଼େଇଁଲେ ଜଣେ ନାବାଳିକା ଛାତ୍ରୀ । ସମ୍ବଲପୁର ଚାଉଁରପୁର ବ୍ରିଜ ରୁ ମହାନଦୀ କୁ ଡ଼େଇଁ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ । ଘଟଣା ସ୍ଥଳରେ ଅଗ୍ନିସମ ବିଭାଗ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଆଜି ସକାଳୁ ପ୍ରାୟ 5 ଟା ରୁ 5.30 ମଧ୍ଯରେ ଏହି ଘଟଣା ଘଟିଛି l ବ୍ରିଜ ରୁ ଛାତ୍ରୀଙ୍କ ଏକ ମୋବାଇଲ, ବେଗ, ସାଇକେଲ ସହ ଏକ ଫିନାଇଲ ବୋତଲ ଜବତ କରିଥିଲା ପୋଲିସ l ନାବାଳିକା ଜଣକ ବୁଢାରାଜା ଗାର୍ଲସ ହାଇସ୍କୁଲ ର ନବମ ଛାତ୍ରୀ ଅଟନ୍ତି l ତେବେ କିଛି ସମୟ ପରେ ନିଖୋଜ ଥିବା ନାବାଳିକା ଧନୁପାଲି ଅଞ୍ଚଳରୁ ଉଦ୍ଧାର l ଜଣେ ମାଛ ମାରୁଥିବା ବ୍ୟକ୍ତି ମହାନଦୀ ରେ ଭାସି
Read More News
T & CPrivacy PolicyContact Us